ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି… ଏ କି ରାସ୍ତା, ଜରାଜୀର୍ଣ୍ଣ ଭାବେ ରହିଛି ଟିଣ ଛପର ଘର । କିଭଳି ବଞ୍ଚୁଛନ୍ତି ୫୦ଟି ଆଦିମ ଜୁଆଙ୍ଗ ଜନଜାତିର ପରିବାର । ୨୫ ବର୍ଷର ନବୀନ ସରକାର ବଦଳାଇପାରିଲାନି ତାଙ୍କର ଭାଗ୍ୟ। ସବୁ ସରକାରୀ ଯୋଜନାରୁ ଏମାନେ ବଞ୍ଚିତ। ସରକାରୀ ବାବୁ ମାନେ କିଭଳି ଶୋଷଣ କରୁଥିଲେ ବର୍ଷ ବର୍ଷ ଧରି ଜୁଆଙ୍ଗକୁ । ନିଜେ ବିଧାୟକ ସେହି ଗାଁକୁ ଗଲା ପରେ ଅନୁଭବ କଲେ ସରକାରୀ ବାବୁଙ୍କ ଦ୍ୱାରା କିଭଳି ଶୋଷିତ । ନୀରିହ ଜୁଆଙ୍ଗ ମାନେ ତାଙ୍କ ନିର୍ଯାତନାର କାହଣୀ ଶୁଣାଇଛନ୍ତି ବିଧାୟକଙ୍କୁ।