Advertisment

ନବ ଦାସଙ୍କ ଘର ଘାଣ୍ଟୁଛି IT

ନବ_ଦାସଙ୍କ_ଘର_ଘାଣ୍ଟୁଛି_IT ସରୁନି ନବ ଦାସଙ୍କ ଘରେ ଆଇଟି ରେଡ୍ । ଆଜି ଚତୁର୍ଥ ଦିନରେ ଚାଲିଛି ଆୟକର ଚଢାଉ । ଆୟକର ଫାଙ୍କି ଅଭିଯୋଗରେ ଲଗାତାର ଚତୁର୍ଥ ଦିନରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି ।

Advertisment

ନବ_ଦାସଙ୍କ_ଘର_ଘାଣ୍ଟୁଛି_IT
ସରୁନି ନବ ଦାସଙ୍କ ଘରେ ଆଇଟି ରେଡ୍ । ଆଜି ଚତୁର୍ଥ ଦିନରେ ଚାଲିଛି ଆୟକର ଚଢାଉ ।  ଆୟକର ଫାଙ୍କି ଅଭିଯୋଗରେ ଲଗାତାର ଚତୁର୍ଥ ଦିନରେ ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ଘର ଓ ବ୍ୟାବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ଚଢାଉ ଜାରି ରଖିଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ