Advertisment

ଅଚଳ ହୋଇପଡିଛି କି ଓଡିଶା ଲୋକାୟୁକ୍ତ ?

ଅକାମୀ ହୋଇପଡିଛି ଓଡ଼ିଶା ଲୋକାୟୁକ୍ତ? ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଅବସର ନେବାର ୫ ମାସ ପରେ ଅନ୍ୟ ୩ ସଦସ୍ୟ ମଧ୍ୟ ଅବସର ନେଇଛନ୍ତି।

Advertisment

ଅକାମୀ ହୋଇପଡିଛି ଓଡିଶା ଲୋକାୟୁକ୍ତ ? ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ୍ ସିଂ ଅବସର ନେବାର ୫ ମାସ ପରେ ଅନ୍ୟ ୩ ସଦସ୍ୟ ମଧ୍ୟ ଅବସର ନେଇଛନ୍ତି। ଏହାରି ଭିତରେ ବିଚାର ନ ହୋଇ ପଡିରହିଛି ଶହ ଶହ ମାମଲା। ପ୍ରଶ୍ନ ଉଠୁଛି, କେବେ ନିଯୁକ୍ତ ହେବେ ସ୍ଥାୟୀ ଅଧ୍ୟକ୍ଷ ଓ ୩ ଜଣ ସଦସ୍ୟ ? ସର୍ଚ୍ଚ କମିଟି ଦ୍ବାରା ଚୟନ ହୋଇଥିବା ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇବେ ନା ରାଜ୍ୟରେ ନୂଆ ସରକାର ଆସିବାପରେ ନୂଆ ଚୟନ ହେବ ତାକୁ ନେଇ ଲାଗିରହିଛି ଦ୍ବନ୍ଦ୍ବ ।

Advertisment
Lokayukta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ