Advertisment

ମୋ ଜୀବନ ପ୍ରତି ବିପଦ ଅଛି ? ଏଭଳି କାହିଁକି କହିଲେ ପିୟୁଷ ?

କିଏ ପିୟୁଷଙ୍କୁ ବ୍ଲାକ ମେଲ କରୁଛି? ନା ନିଜେ ପିୟୁଷ ଯାତ୍ରା ମାଲିାକଙ୍କୁ ବ୍ଲାକମେଲ କରୁଥିଲେ ? ସ୍ବର୍ଣ୍ଣ ମହଲ ଛାଡି କାହିଁକି ଯିବାକୁ ଚାହୁଁଥିଲେ ପିୟୁଷ ସିଂହବାହିନୀ।

Advertisment

ମୋ ଜୀବନ ପ୍ରତି ବିପଦ ଅଛି? ଏଭଳି କାହିଁକି କହିଲେ ପିୟୁଷ? କିଏ ତାଙ୍କ ଜୀବନ ପଛରେ ପଡିଛି? ସେ ପରୋକ୍ଷରେ କାହା କଥା କହୁଥିଲେ? ସିଂହବାହିନୀ ଯାତ୍ରା ମାଲିକ କଥା ନା ସୁର୍ଣ୍ଣମହଲ ଯାତ୍ରା ମାଲିକଙ୍କ କଥା? ଯାତ୍ରା ମାଲିକଙ୍କ ଭିତର କଳିରେ ପିୟୁଷ ଫସି ଯାଇନାହାନ୍ତି ତ? ଥରେ ନୁହଁ ଦୁଇ ଥର କରି କହିଛନ୍ତି ଓଟିଭି ଷ୍ଟୁଡିଓରେ ମୋ ଜୀବନ ପ୍ରତି ବିପଦ ଅଛି।

Advertisment
Odisha Jollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ