ପୁଣି ମଣ୍ଡିରେ ମୁଣ୍ଡ ନୁଆଇଲା ଅନ୍ନଦାତା। ବଲାଙ୍ଗିର ମଣ୍ଡିରେ ଚାଲିଛି ମିଲର୍ସ ରାଜ୍ । ବୁଝାମଣା ନାଁରେ ୪ରୁ ୫କେଜି ଧାନ କଟନି ଛଟନି। ଚାଷୀ-ମିଲର୍ସ ସହମତିରେ ଚାଲିଛି: ଯୋଗାଣ ଅଧିକାରୀ। ଜରି ବଦଳରେ ଅଖାରେ ଧାନ ଆଣିବାକୁ ମିଲରଙ୍କ ଚାପ।