YB Khurania
Advertisment
ରାଜ୍ୟକୁ ମିଳିଲା ନୂଆ ପୋଲିସ ମୁଖିଆ। ଯୋଗେଶ ବାହାଦୁର ଖୁରାନିଆ ହେଲେ ରାଜ୍ୟର ନୂଆ ପୂର୍ଣ୍ଣକାଳିନ ପୋଲିସ ଡିଜି । ଏନେଇ ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ଖୁରାନିଆ । ଆଉ ଏପଟେ ରାଜ୍ୟ ପୋଲିସ ମୁଖ୍ୟ ଭାବେ ଖୁରାନିଆ ଦାୟିତ୍ବ ନେଉ ନେଉ, ଓଡ଼ିଆ ଅସ୍ମିତା ଅସ୍ତ୍ରରେ ରାଜ୍ୟ ସରକାରଙ୍କୁ ହମଲା କରିଛନ୍ତି ବିରୋଧୀ। ଯାହାର ଦୃଢ଼ ଜବାବ ରଖିଛି ଶାସକ ବିଜେପି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us