Ratnabhandar
Advertisment
ମହାପ୍ରଭୁ ରତ୍ନବେଦୀକୁ ବାହୁଡ଼ି ନଥିବେ । ରଥ ଉପରେ ଥିବେ, ସେଇବେଳରେ ହିଁ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ଆସନ୍ତା ୧୮ ତାରିଖ ଗୁରୁବାର, ରଥରେ ଅଧରପଣା ନୀତି ଦିନ ହିଁ ଭିତର ଭଣ୍ଡାର ଘର ଖୋଲାଯିବାକୁ ସ୍ଥିର ହୋଇଥିବା ଆଜି ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us