Advertisment

ସାମ୍ନାକୁ ଆସିଲା କିଟ୍ କେଳେଙ୍କାରୀର ଆଉ ଏକ ତଥ୍ୟ

ଆଉ ପରେ ତତ୍କାଳୀନ ସରକାରୀ କଳ ଓ ଅଫିସରଙ୍କୁ ହାତ ବାରିସି କରି ସବୁ ନିୟମ କାନୁନକୁ ମୋଡ଼ି ମକଚି ନିଜର ନାମରେ କରି ନେଇଛନ୍ତି ରାଜଧାନୀ ଛାତି ଉପରେ ଥିବା ଏକର ଏକର ମୂଲ୍ୟବାନ ଜମି।

Advertisment

ପ୍ରତିଦିନ ସାମ୍ନାକୁ ଆସୁଛି କିଟ୍ କେଳେଙ୍କାରୀର ନୂଆ ନୂଆ ତଥ୍ୟ। ଗତକାଲି ଆମେ ଦେଖାଇଥିଲୁ, ସିଏଜି ଧରିଥିବା କିଟ୍ ଜମି କେଳେଙ୍କାରୀ। ଆଉ ଆଜି ଯେଉଁ ତଥ୍ୟ ଓଟିଭି ହାତରେ ଲାଗିଛି, ତାହା ଜଳଜଳ ଦେଖାଉଛି, କିଭଳି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ବେଆଇନ ଭାବେ ସରକାରୀ ଜମିକୁ ଜବରଦଖଲ କରି ଗଢ଼ି ତୋଳୁଥିଲେ ବହୁତଳ କୋଠା। ଆଉ ପରେ ତତ୍କାଳୀନ ସରକାରୀ କଳ ଓ ଅଫିସରଙ୍କୁ ହାତ ବାରିସି କରି ସବୁ ନିୟମ କାନୁନକୁ ମୋଡ଼ି ମକଚି ନିଜର ନାମରେ କରି ନେଇଛନ୍ତି ରାଜଧାନୀ ଛାତି ଉପରେ ଥିବା ଏକର ଏକର ମୂଲ୍ୟବାନ ଜମି।

Advertisment
KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ