ଅଦ୍ୟତନ ହୋଇଛି
Lord Hanuman
Advertisment
କୋଟିଏ ରୁଦ୍ରାକ୍ଷରେ ନିର୍ମାଣ ହୋଇଛି ମହାବୀରଙ୍କ ବିରାଟ ବିଗ୍ରହ। ଭକ୍ତଙ୍କ ଠାରୁ ସଂଗ୍ରହ କରାଯାଉଛି ହଜାର କୋଟି ରାମନାମ ଲେଖା ପତ୍ର । ଯାହାକୁ ପ୍ରଭୁ ହନୁମାନଙ୍କୁ ଅର୍ପଣ କରିବା ସହ ଏହାକୁ ଇଟା ଆକାରରେ ସଂଗୃହୀତ କରି ରଖାଯାଉଛି । ଉଦ୍ଦେଶ୍ୟ ଅଛି ଏହାଦ୍ୱାରା ଏକ ନାମ ମନ୍ଦିର ପ୍ରତିଷ୍ଠା କରିବା । ଏ ହେଉଛି ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମର ଦୃଶ୍ୟ । ହନୁମାନ ଜୟନ୍ତୀ ଅବସରରେ ଏଠାରେ ହଜାରେ କୋଟି ଗଚ୍ଛିତ ନାମ ପତ୍ରିକାକୁ ପୂଜା କରାଯାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us