Advertisment

Special Story; ଆୟୁଷ୍ମାନ କାର୍ଡ ପାଇଁ କେମିତି କରିବେ ଆବେଦନ ?

ଓଡ଼ିଶାରେ ଆରମ୍ଭ ହୋଇଛି ଆୟୁଷ୍ମାନ ଭାରତ ଯୋଜନା। ଏହି ଜନ ଆରୋଗ୍ୟ ଯୋଜନାରେ ପ୍ରାୟ ୩ କୋଟିରୁ ଅଧିକ ଲୋକ ଉପକୃତ ହେବେ। ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରକୁ ଆୟୁଷ୍ମାନ କାର୍ଡ ବଣ୍ଟନର ଲକ୍ଷ୍ୟ ରଖାଯାଇଛି। ତେବେ ଆଜି ଜାଣନ୍ତୁ, ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରିବାର ସହଜ ଓ ସରଳ ଉପାୟ ।

Odisha Ayushman Bharat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ