KISS Student Missing for 10 Years
Advertisment
କିସ୍ ରୁ କେମିତି ଗାଏବ ହୁଅନ୍ତି ଛାତ୍ରଛାତ୍ରୀ?
ଅଚ୍ୟୁତ ସାମନ୍ତଙ୍କ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍ ବା କିସ୍ ରୁ ଗାଏବ ହୁଅନ୍ତି ଛାତ୍ରଛାତ୍ରୀ । କିନ୍ତୁ ହୁଏନି ଏଫ୍ଆଇଆର୍ । ଖୋଦ୍ ଖୋର୍ଦ୍ଧା CWC ୨୦୧୭ରେ ନିଜ ଯାଞ୍ଚ ରିପୋର୍ଟରେ ଏକଥା ଉଲ୍ଲେଖ କରିଥିଲେ। ଏପରିକି କିସ୍ ରୁ ୨୦୧୫ରେ ନିଖୋଜ ହୋଇଥିବା ମାଲାକାନଗିରି ବଣ୍ଡାଘାଟିର ଜଣେ ଛାତ୍ରଙ୍କର ଏଯାଏଁ କୌଣସି ଖୋଜ୍ ଖବର ମିଳିନାହିଁ । ଯାହାକୁ ନେଇ ଚିନ୍ତାରେ ତାଙ୍କ ପରିବର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us