ଭିକାରୀମୁକ୍ତ ଓଡ଼ିଶାକୁ ଉପହାସ !
Advertisment
ଓଡ଼ିଶାକୁ ଭିକାରୀ ମୁକ୍ତ କରିବାକୁ ବିଗତ ସରକାର ଅମଳରେ ଥିଲା ବିରାଟ ଯୋଜନା। ୮ ବର୍ଷ ତଳୁ ଅଭିଯାନ ବି ଆରମ୍ଭ ହୋଇଥିଲା, ହେଲେ ତାକୁ ଯେ ଆଖିଦୃଶିଆ ସଫଳତା ମିଳିଲାନି ତାର ପୃଷ୍ଠା ଓଲଟାଇଛି ରାଜଧାନୀରେ ଜଣେ ଦୃଷ୍ଟିବାଧିତ ଭିକ୍ଷୁକ ମହିଳାଙ୍କ ପୁଅ ଅପହରଣ ଘଟଣା। ରାଜ୍ୟରେ ୫ ହଜାରରୁ ଅଧିକ ଭିକ୍ଷୁକ ରହିଥିବା ବିଧାନସଭାରେ ଖୋଦ୍ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ସୂଚନା ଦେଇଥିବାବେଳେ ଆଗକୁ ସେମାନଙ୍କୁ ଥଇଥାନ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us