Advertisment

ଫେରାଇ ଦେଲେ ୩ ଭରିର ସୁନା ଚେନ୍‌

ଏ ସମାଜ ପାଇଁ ଉଦାହରଣ ଏମାନେ... ନା ଅଛି ଲୋଭ, ନା ଅଛି ଅନ୍ୟର ଜିନିଷ ପ୍ରତି ଆଶକ୍ତି । ଏ ସଭ୍ୟ ସମାଜରେ ବୋଧ ହୁଏ ଏହି ଭଳି କେଇଟା ମଣିଷଙ୍କ ପାଇଁ ଆଜି ବି ବଞ୍ଚିଛି ମଣିଷପଣିଆ ।

Advertisment

ଏସମାଜ ପାଇଁ ଉଦାହରଣ ଏମାନେ... ନା ଅଛି ଲୋଭ, ନା ଅଛି ଅନ୍ୟର ଜିନିଷ ପ୍ରତି ଆଶକ୍ତି । ଏ ସଭ୍ୟ ସମାଜରେ ବୋଧ ହୁଏ ଏହି ଭଳି କେଇଟା ମଣିଷଙ୍କ ପାଇଁ ଆଜି ବି ବଞ୍ଚିଛି ମଣିଷପଣିଆ । ହାତରେ ଧରିଛନ୍ତି ୨୯ ଗ୍ରାମ୍‌ର ଏକ ମୋଟା ସୁନା ଚେନ୍‌ । ଯାହାକୁ ରାସ୍ତାରୁ ପାଇଛନ୍ତି ସେମାନେ । ଚେନ୍‌ଟିର ଆନୁମାନିକ ମୂଲ୍ୟ ନିଶ୍ଚୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ । ତଥାପି ନାହିଁ ଲୋଭ, କି ମୁହଁରେ ନାହିଁ ଖୁସି । ବରଂ ଚେନ୍‌ଟିକୁ ଫେରାଇ ଦେବାକୁ ସଦରଥାନାର ଦ୍ୱାରସ୍ଥ ହୋଇଛନ୍ତି ଏହି ଦମ୍ପତି ।

Advertisment
Gold Chain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ