Hirakud Dam
Advertisment
ହୀରାକୁଦ ଡ୍ୟାମରେ ୨ଟି ଅତିରିକ୍ତ ସ୍ପିଲ୍ ୱେ ନିର୍ମାଣ ନେଇ ବଢିଲା ଆଶା। କେନ୍ଦ୍ର ସରକାରଙ୍କ ଡ୍ରିପ୍-୩ କାର୍ଯ୍ୟକ୍ରମ ଜରିଆରେ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ବିଶ୍ବ ବ୍ୟାଙ୍କ୍ ଯୋଗାଇ ଦେବ ୮୮୪ କୋଟି ଟଙ୍କା । ପୂର୍ବ ବିଜେଡି ସରକାର ଅମଳରେ ବନ୍ଦ ହୋଇପଡିଥିବା ଏହି ପ୍ରକଳ୍ପର ପୁନଃନିର୍ମାଣ ପାଇଁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିସାରିଛି। ଖୁବଶୀଘ୍ର ଗ୍ଲୋବାଲ ଟେଣ୍ଡର ବି ହେବ। ଏଥିପାଇଁ ପ୍ରକଳ୍ପ ସ୍ଥଳର ଅନୁଧ୍ୟାନ ପାଇଁ ଆସନ୍ତାକାଲି ଆସୁଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ ବିଶେଷଜ୍ଞ ଟିମ୍।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us