କୁଆଡ଼େ ଯିବେ ବିସ୍ଥାପିତ ... କିଏ ଶୁଣିବ ବିସ୍ଥାପିତଙ୍କ ଦୁଃଖ । କଟକ ନରସିଂହପୁର ବ୍ଲକ ଓଲବ ପଞ୍ଚାୟତରେ ବଢ଼ିଚାଲିଛି ବିସ୍ଥାପିତଙ୍କର ଦୁଃଖ । ଓଲବ ପଞ୍ଚାୟତ ଦେଇ ଯାଉଥିବା ହାଡୁଆ ମଧ୍ୟମ ଜଳ ସେଚନ ପ୍ରକଳ୍ପ ପାଇଁ ବୋରସ, ମହୁଲମଡ଼ା, ଶିମିଳିବୋଲ ଗୁପ୍ତ ମାଣିକର ଅନେକ ଗାଁ ବିସ୍ଥାପିତ ହେବ ବୋଲି ଗତ କିଛିଦିନ ତଳେ ସର୍ଭେ ଆସିଥିଲା ।