Advertisment

Anganwadi Post: ଅଙ୍ଗନବାଡି ଚାକିରି ପାଇଁ ଆଉ ଚଳିବନି ୧୦ମ ପାସ୍‌

ଅଙ୍ଗନବାଡ଼ି ପାଇଁ ଆସିଲା ନୂଆ ନିୟମ । ଏଣିକି ଆଉ ଚଳିବନି ୧୦ମ ପାସ୍‌ । ସୁପରଭାଇଜର ଯୋଗ୍ୟତା ରହିବ ଗ୍ରାଜୁଏସନ ।

Advertisment

ଅଙ୍ଗନବାଡ଼ି ପାଇଁ ଆସିଲା ନୂଆ ନିୟମ । ଏଣିକି ଆଉ ଚଳିବନି ୧୦ମ ପାସ୍‌ । ସୁପରଭାଇଜର ଯୋଗ୍ୟତା ରହିବ ଗ୍ରାଜୁଏସନ । ରାଜ୍ୟରେ ଅଙ୍ଗନବାଡ଼ି ଚାକିରି ପାଇଁ ଆଶାୟୀ ରହିଥିବା ଯୁବତୀ ଏଣିକି ଆଉ ୧୦ମ ପାସ୍‌ କରିଥିଲେ ସୁପରଭାଇଜର ପାଇଁ ଆବେଦନ କରିବାରିବେ ନାହିଁ । କାରଣ ରାଜ୍ୟ ସରକାର ଏଣିକି ଅଙ୍ଗନବାଡି ସୁପରଭାଇଜର ପାଇଁ ସର୍ବନିମ୍ନ ଯୋଗ୍ୟତା ସ୍ନାତକ ରଖିଛନ୍ତି । 

Advertisment
Odisha Government Anganwadi Workers Anganwadi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ