Advertisment

Subhadra Yojana:ବଢୁଛି ହିତାଧିକାରୀଙ୍କ ସଂଖ୍ୟା, ସଶକ୍ତ ହେଉଛନ୍ତି ମହିଳା

ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା । ସୁଭଦ୍ରା ଯୋଜନାରେ ପୁଣି ପଞ୍ଚମ ପର୍ଯ୍ୟାୟରେ ୨ ଲକ୍ଷ ୩୪ ହଜାର ମହିଳାଙ୍କୁ ସାମିଲ କଲେ ସରକାର । ଆଜି ୫ ହଜାର ଲେଖାଏଁ ଦେଲେ, ଦିନକ ପରେ ପୁଣି ଯିବ ଦ୍ବିତୀୟ କିସ୍ତିର ପାଞ୍ଚ ହଜାର ଲେଖାଏଁ ଟଙ୍କା । ପାଞ୍ଚଟି ପର୍ଯ୍ୟାୟରେ ମୋଟ୍ କୋଟିଏ ୬୪ ହଜାର ମହିଳାଙ୍କୁ ସାମିଲ କରିଛନ୍ତି ସରକାର । ବାକି ମହିଳାଙ୍କୁ ବି ଖୋଜି ରାକ୍ଷୀ ପୂର୍ଣ୍ଣିମାରେ ଏକା ବେଳେ ୩ଟି କିସ୍ତି ଦିଆଯିବ । ଏହି ଅବସରରେ ସୁଭଦ୍ରାର ସଫଳତା ପାଇଁ ଆସନ୍ତା କାଲି ସନ୍ଧ୍ୟା ବେଳେ ଘରେ ଗୋଟିଏ ଗୋଟିଏ ଦୀପ ଜାଳିବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Odisha Government Women Empowerment Subhadra Pravati Parida
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ