ଭାଗଚାଷୀ ଅଲୋଡା !
Advertisment
ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର । କିନ୍ତୁ ରାଜ୍ୟର ପ୍ରଭାବିତ ୧୪ ଜିଲ୍ଲାର ହଜାର ହଜାର କ୍ଷତିଗ୍ରସ୍ତ ଭାଗ ଚାଷୀ ସହାୟତା କେମିତି ପାଇବେ ତାର ଉତ୍ତର କାହା ପାଖରେ ନାହିଁ । ସେହିଭଳି ବୀମା କରିନଥିବା କ୍ଷତିଗ୍ରସ୍ତ ଚାଷୀ କେବେ ଆଉ କେତେ ଟଙ୍କା ପାଇବେ ତାହା ବି ବଡ଼ ପ୍ରଶ୍ନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us