Govt Apathy Blocks Road to Remote Villages, Director Flags Bureaucratic Delay
Advertisment
ଉପାନ୍ତ ଗାଁକୁ ରାସ୍ତା ଫିଟିବାରେ ବାଧକ ସାଜିଛନ୍ତି କି ସରକାରୀ ବାବୁ ? ଗତବର୍ଷ ଅଗଷ୍ଟରୁ ତଥ୍ୟ ମାଗି ମାଗି ନିରାଶ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ। CDOମାନଙ୍କୁ ଚିଠି ଲେଖିଲେ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ। ବିନା ରାସ୍ତାରେ ଦହଗଞ୍ଜ ହେଉଛନ୍ତି ବିଚ୍ଛିନ୍ନ ଗାଁର ମଣିଷ ମାନେ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us