ଗୁପ୍ଚୁପ୍-ଚାଟ୍ ଦୋକାନ ବନ୍ଦ
Advertisment
ରାଜ୍ୟର ବିଭିନ୍ନ ସ୍ଥାନକୁ ମାଡ଼ି ଚାଲିଛି ହଇଜା। ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଖାଦ୍ୟ ଓ ପାନୀୟ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଛି ପ୍ରଶାସନ। ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ସେଠାରେ ସମସ୍ତ ଚାଟ୍, ଗୁପଚୁପ୍ ଦୋକାନ ସମେତ, ହୋଟେଲ୍, ଫାଷ୍ଟଫୁଡ୍ ଏପରିକି ଆଇସ୍କ୍ରିମ୍ ଦୋକାନ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us