Girl Skips Raja Celebrations
Advertisment
ସିଏ ପାଦରେ ନାଇଛି ନାଲି ଅଳତା। ପିନ୍ଧିଛି ନୂଆ ଡ୍ରେସ ହଳିଏ ଆଉ ରଜ ପାଇଁ ସେ ହୋଇଛି ସଜବାଜ ।ରଜ ଥିବାରୁ ତାର ବି ଇଚ୍ଛା ଥିଲା ସାଙ୍ଗସାଥିଙ୍କ ସହ ମିଶି ଦୋଳି ଖେଳିବ । ଆଉ ପିଠା ପଣା ଖାଉ ମଉଜ କରିବ। ହେଲେ ପାଣିଫୋଟକା ପରି ତାର ସବୁ ଇଚ୍ଛା ଆଜି ମିଳେଇ ଯାଇଛି। ଆଉ ସେଇଥିପାଇଁ ମୁହଁ ଶୁଖାଇ ବସି ରହିଛି ଏଇ କୁନି ଝିଅଟି । କାରଣ ଅନ୍ୟ ଝିଅମାନେ ରଜ ପାଳୁଥିବାବେଳେ ସେ ହସ୍ପିଟାଲରେ ପଡିଥିବା ନିଜ ବାପାର ଯତ୍ନ ନେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us