snake
Advertisment
୬ ଫୁଟର ଏଇ ଅଜଗର ସାପକୁ ଦେଖନ୍ତୁ । ଏଇ ଭିଜୁଆଲ ଦେଖି ଆପଣ ଭାବୁଥିବେ ଆମେ ବୋଧେ ଡିସକଭରି ଚାନେଲର କୌଣସି ଫେମସ୍ ଫଟୋଗ୍ରାଫରଙ୍କ ଭିଡିଓ ଆପଣଙ୍କୁ ଦେଖାଉଛୁ । ସାପକୁ ଯେମତି ଅପେକ୍ଷା କରିଥିଲା କ୍ୟାମେରା ,ସାପ ଆସିବ ତ ଫଟୋ ଉଠିବ । ଆଉ ସେ ବିଷୟରେ ବର୍ଣ୍ଣନା କରାହେବ କିନ୍ତୁ ଆପଣ ଜାଣିଲେ ଆଶ୍ଚଯ୍ୟ ହେବେ ଏ ସାପ କୌଣସି ଜଙ୍ଗଲ ଭିତରେ ବୁଲୁନି, ବୁଲୁଚି ସହର ଭିତରେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us