Advertisment

Video: ଭୂତ ଖାଉଛନ୍ତି ରାସନ, ସତ ଧରିଛି E-KYC

ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି।

Advertisment

E-KYC ଦ୍ବାରା ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି। ମନ୍ତ୍ରୀ କହିଛନ୍ତି ଇଏ ମାତ୍ର ଗୋଟିଏ ଜିଲ୍ଲାର ରିପୋର୍ଟ, ସବୁ ତଥ୍ୟକୁ ମିଶାଇଲେ ଏ ହିସାବ ୨୦ଲକ୍ଷ ଟପି ପାରେ। ଏଣେ ମଲା ଲୋକଙ୍କ ନାଁରେ ବର୍ଷ ବର୍ଷ ଧରି ଚାଉଳବୁହା ଚାଲିଥିବାବେଳେ ପ୍ରକୃତ ହିତାଧିକାରୀ କିନ୍ତୁ ବର୍ଷ ବର୍ଷ ଧରି ରାସନକାର୍ଡ ପାଇଁ ପଞ୍ଚାୟତରୁ ବ୍ଲକ୍ ଯାଏଁ ଦୌଡ଼ି ଦୌଡ଼ି ଥକି ପଡୁଛନ୍ତି।

Advertisment
Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ