Advertisment

ଡିଲର ପଏଣ୍ଟରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍

ଇ-କେୱାଇସି ଜରିଆରେ ଅପଡେଟ୍ କରୁଛନ୍ତି ଡିଲର। ସକାଳୁ ସନ୍ଧ୍ୟା ଯାଏଁ ଜାରି ରହିଛି କାମ। ତେବେ ଅଧିକାଂଶ ସ୍ଥାନରେ ଇ-ପିଓଏସ୍ ମେସିନ ଠିକ୍ ରେ କାମ କରୁନଥିବାରୁ ବିଳମ୍ବ ହେଉଛି ।

Advertisment

ଡିଲର ପଏଣ୍ଟରେ ଚାଲିଛି ରାସନକାର୍ଡ ହିତାଧିକାରୀଙ୍କ ଇ-କେୱାଇସି ଅପଡେଟ୍ । ନାଁ ଓ ଆଧାର ନମ୍ବର ଯାଂଚ୍ ପରେ ନିଆଯାଉଛି ହିତାଧିକାରୀଙ୍କ ଦସ୍ତଖତ ଓ ଟିପ ଚିହ୍ନ । ପରିବାରର ସବୁ ସଦସ୍ୟ, ଯାହା ଯାହା ନାଁରେ ରାସନ ମିଳୁଛି, ସମସ୍ତଙ୍କ ହେଉଛି ଯାଂଚ୍ । ପରେ ଇ-କେୱାଇସି ଜରିଆରେ ଅପଡେଟ୍ କରୁଛନ୍ତି ଡିଲର। ସକାଳୁ ସନ୍ଧ୍ୟା ଯାଏଁ ଜାରି ରହିଛି କାମ। ତେବେ ଅଧିକାଂଶ ସ୍ଥାନରେ ଇ-ପିଓଏସ୍ ମେସିନ ଠିକ୍ ରେ କାମ କରୁନଥିବାରୁ ବିଳମ୍ବ ହେଉଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ