Advertisment

ଆଳୁ ଦର ଖସୁ ଖସୁ ବଢିଗଲା ପିଆଜ

ଖାଉଟି ଅଢେଇଶହରୁ ଶହେ ଗ୍ରାମକୁ ଖସିଥିଲେ ବି ଶହେ ଟଙ୍କା ଦେବା ବେଳେ ମୁହଁ ଆମ୍ବିଳ, ନାକ ଟେକୁଛନ୍ତି।

Advertisment

ଆଳୁ ଦର ଖସୁ ଖସୁ ବଢିଗଲା ପିଆଜ । ଅମୂଲ ମୂଲ ରସୁଣ । ଆମିଷ ହେଉ କି ସାଦା, ପିଆଜ-ରସୁଣ ନଥିଲେ ସୁଆଦ ପାଣିଚିଆ। ହେଲେ ବଜାରରେ ଦର ଯାହା ହାତ ମାରି ହେଉନି ରସୁଣ ଦେହରେ। କ୍ୱାଲିଟି ନଥିଲେ ବି ମହଙ୍ଗା ଦର। ସପ୍ତାହେ ତଳେ ଯେଉଁ ରସୁଣ ୧୬୦ରେ ବିକ୍ରି ହେଉଥିଲା ଏବେ ୩୬୦। ୭ ଦିନରେ ୨ଶହ ଟଙ୍କା ବଢିଲାଣି। ବଡ ସାଇଜ୍‌ର ରସୁଣ ତ ଚାରିଶହ ପାର୍। ଖାଉଟି ଅଢେଇଶହରୁ ଶହେ ଗ୍ରାମକୁ ଖସିଥିଲେ ବି ଶହେ ଟଙ୍କା ଦେବା ବେଳେ ମୁହଁ ଆମ୍ବିଳ, ନାକ ଟେକୁଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ