ଏତେ ବିଳମ୍ବ ଇତିହାସରେ ପ୍ରଥମ
Advertisment
୯ମାସରୁ ଅଧିକ ହେଲାଣି କାର୍ଯ୍ୟକାଳ ସରିଲାଣି । ମୁଣ୍ଡ ଉପରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ହେଲେ ଏଯାଏଁ ଗଠନ ହୋଇପାରୁନି ନୂଆ ଶ୍ରୀମନ୍ଦିର ପରିଚାଳନା କମିଟି । ଯାହାକୁ ନେଇ ଗଭୀର ଅସନ୍ତୋଷ ବ୍ୟକ୍ତ କରିବା ସହ କମିଟି ଗଠନରେ ଏତେ ବିଳମ୍ବ ବୋଧେ ଇତିହାସରେ ପ୍ରଥମ ବୋଲି କହିଛନ୍ତି ଖୋଦ୍ ଗଜପତି ମହାରାଜା । ସେବାୟତ ଓ ପୂର୍ବତନ ପରିଚାଳନା କମିଟି ସଦସ୍ୟ ମଧ୍ୟ ଏନେଇ ଚିନ୍ତାବ୍ୟକ୍ତ କରିଥିବା ବେଳେ ଆଇନମନ୍ତ୍ରୀ କିନ୍ତୁ ବିଳମ୍ବ ପାଇଁ କୋର୍ଟଙ୍କ ଆଳ ନେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us