Advertisment

ଝିଅ କରିଦେଲା କି ବାପାଙ୍କୁ ମାଲେମାଲ୍‌ ?

ଝିଅ କରିଦେଲା କି ବାପାଙ୍କୁ ମାଲେମାଲ୍‌ ? ତେଜରାତି ଦୋକାନୀରୁ ସିଧା ବନିଗଲେ ଚାରି ଚାରିଟା ହୋଟେଲ୍‌  ମାଲିକ । ଝିଅ ବୁଲୁଥିଲା ଫରେନ୍‌  ରେ ବାପା ରହୁଥିଲେ ପୁରୀରେ । ୟୁଟ୍ୟୁବ୍‌ ଓ ତେଜରାତି ଦୋକାନରୁ ଏମିତି କେତେ ଟଙ୍କା ପାଉଥିଲେ ଯେ ରାତିରାତି ଛୋଟ ସାମ୍ରାଜ୍ୟ ତିଆରି ହୋଇଗଲା । ଯାହାକୁ ନେଇ ଏବେ ଅସୁମାହିତ ପ୍ରଶ୍ନ ଛିଡ଼ା ହେଲାଣି ।

Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ