Advertisment

ଦିନେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଇଥିଲେ,ହେଲେ ଆଜି...

ଦିନେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଦେଉଥିଲେ । ହେଲେ ଆଜି କହୁଛନ୍ତି ଇଚ୍ଛା ମୃତ୍ୟୁ ବରଣ କରିବି । କାରଣ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ବିତାଇଦେଲେ 14 ବର୍ଷ...କୋର୍ଟରୁ କୋର୍ଟ ଘୁରି ବୁଲିଲେ... ସରିଗଲା ଜୀବନ ଯାକର ସଞ୍ଚୟ...ସରିଗଲା ପତ୍ନୀଙ୍କ ସୁନାଗହଣା ଓ ବାପାଙ୍କ ପେନସନ୍ । ଚାକିରି ନଥିବାରୁ ପରିବାର ଚଳାଇବା ହୋଇପଡ଼ୁଛି ବଡ଼ କଷ୍ଟକର । ଆଉ କଣ କରିଥାନ୍ତେ ।

Advertisment
Special Story Euthanasia Appeal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ