Advertisment

ଲୁଟ୍ ହେଉଛି ନୟାଗଡ଼ କାସିଆ ପାହାଡ଼

୨୪ ବର୍ଷର ଅଖଣ୍ଡ କ୍ଷମତା ଭିତରେ ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର । ନୟାଗଡ଼ ଜିଲ୍ଲା ନିମାଣି ପଥର କ୍ବାରୀ। ଜିଲ୍ଲାର ଜଣେ ଅନ୍ୟତମ ପ୍ରଭାବଶାଳୀ ବିଜେଡ଼ି ନେତା ଲିଜରେ ନେଇ କେମିତି ବେଆଇନ ଭାବେ ଚଳାଉଥିଲେ, ସାମ୍ନାକୁ ଆସିଛି ସଂଗୀନ ଅଭିଯୋଗ। ବିଜେଡି ନେତା ବୋଲି ସାତ ଖୁଣ ମାଫ୍ ନ୍ୟାୟରେ ପ୍ରଶାସନିକ କଳର ନିଷ୍କ୍ରିୟତା ବି ଧରାପଡ଼ିଛି।

BJD Leaders Odisha Forest Department
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ