Advertisment

ଉବୁଟୁବୁ ଭୋଗରାଇ

ଗାଁ ଦାଣ୍ଡରେ ଅଣ୍ଟାଏ ପାଣି । ଘର ଭିତରେ ଲହଡ଼ି ମାରୁଛି ବନ୍ୟା ଜଳ । ଯେଉଁଆଡ଼େ ଚାହିଁବେ ସବୁଆଡ଼େ ପାଣି ଆଉ ପାଣି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବା ଫଳରେ ବାଲେଶ୍ୱର ଜିଲ୍ଲାର ବିଭନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି ।

author-image
Tapaswini Nayak

ଗାଁ ଦାଣ୍ଡରେ ଅଣ୍ଟାଏ ପାଣି । ଘର ଭିତରେ ଲହଡ଼ି ମାରୁଛି ବନ୍ୟା ଜଳ । ଯେଉଁଆଡ଼େ ଚାହିଁବେ ସବୁଆଡ଼େ ପାଣି ଆଉ ପାଣି । ସୁବର୍ଣ୍ଣରେଖା ନଦୀର ଜଳସ୍ତର ବଢ଼ିବା ଫଳରେ ବାଲେଶ୍ୱର ଜିଲ୍ଲାର ବିଭନ୍ନ ସ୍ଥାନରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ଭୋଗରାଇ ବ୍ଳକର ୫ଟି ପଞ୍ଚାୟତର ୧୨ଗାଁ ଏବେ ମଧ୍ୟ ପାଣି ଘେରରେ ରହିଛି ।

Advertisment
Advertisment
Advertisment