Advertisment

ପୁଣି ହେବ କି ଲକ୍‌ଡାଉନ୍‌

#ଓଡ଼ିଶାରେ_କରୋନା, #ପୁଣି_ହେବ_କି_ଲକ୍‌ଡାଉନ୍‌ କରୋନା ରିଟର୍ଣ୍ଣସ୍‌। ପୁଣି ଫେରିଲା କୋଭିଡ ଭାଇରସ୍‌। ୩ ବର୍ଷ ପରେ କଡ ଲେଉଟାଇଛି କୋଭିଡ-୧୯। ଚୀନ୍‌ ଓ ସିଙ୍ଗାପୁରରେ ସଂକ୍ରମଣ ବ୍ୟପିବା ପରେ ଭାରତରେ ପଶିଥିଲା ଛନକା। ଦୁଇ ଦିନ ତଳେ ମୁମ୍ବାଇରେ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ପରେ ଆଲାରାମ୍‌ ବଜାଇଥିଲା କରୋନା। ଏବେ ଓଡ଼ିଶାରେ ଜଣେ ପଜିଟିଭ ବାହାରିବା ପରେ ଭୟ ବଢ଼ିଛି।

Advertisment

#ଓଡ଼ିଶାରେ_କରୋନା, #ପୁଣି_ହେବ_କି_ଲକ୍‌ଡାଉନ୍‌
କରୋନା ରିଟର୍ଣ୍ଣସ୍‌। ପୁଣି ଫେରିଲା କୋଭିଡ ଭାଇରସ୍‌। ୩ ବର୍ଷ ପରେ କଡ ଲେଉଟାଇଛି କୋଭିଡ-୧୯। ଚୀନ୍‌ ଓ ସିଙ୍ଗାପୁରରେ ସଂକ୍ରମଣ ବ୍ୟପିବା ପରେ ଭାରତରେ ପଶିଥିଲା ଛନକା। ଦୁଇ ଦିନ ତଳେ ମୁମ୍ବାଇରେ ଦୁଇ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ପରେ ଆଲାରାମ୍‌ ବଜାଇଥିଲା କରୋନା। ଏବେ ଓଡ଼ିଶାରେ ଜଣେ ପଜିଟିଭ ବାହାରିବା ପରେ ଭୟ ବଢ଼ିଛି।  

Advertisment
Bhubaneswar Odisha COVID-19 Lockdown
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ