Unseen Mandi Problem
Advertisment
ଏଥର ନିର୍ବାଚନରେ ଚାଷ ଓ ଚାଷୀ ଥିଲା ପ୍ରମୁଖ ମୁଦ୍ଦା । ବିଜେପିର ପ୍ରତିଶ୍ରୁତି ମୁତାବକ, ସରକାର ବି କ୍ୱିଣ୍ଟାଲ ପିଛା ୮ ଶହ ଇନପୁଟ୍ ଆସିଷ୍ଟାଣ୍ଟନ୍ସ ଦେଇ, ଚାଷୀଙ୍କ ପାଖରୁ ୩୧ଶହରେ ଧାନ କିଣୁଛନ୍ତି । ମନ୍ତ୍ରୀମାନେ ମଣ୍ଡିରୁ ମଣ୍ଡି ବୁଲିବାର ବି ଦେଖାଯାଉଛି । ହେଲେ ଅନେକ ମଣ୍ଡିରେ ବାସ୍ତବ ଚିତ୍ର ପୂରା ଅଲଗା । ଧାନ କିଣାବିକାରେ ପ୍ରତିବନ୍ଧକ ସାଜିଛି FAQ ମାନ । ତେଣୁ ଧାନ ବିକିବାକୁ ଏବେ ଦଲାଲ ଖୋଜୁଛି ଚାଷୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us