Advertisment

Prashant Satpathy: 'ଯିଏ ସାତ ଜନ୍ମ ପାଇଁ ହାତ ଧରିଥିଲେ, କେମିତି ତାଙ୍କ ହାତ ଛାଡିବି...'

ପହଲଗାମରେ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ପ୍ରଶାନ୍ତ ଶତପଥୀଙ୍କ ପତ୍ନୀଙ୍କ କୋହଭରା କଥାରେ ସମସ୍ତଙ୍କ ଆଖି ଛଳ ଛଳ । ଯିଏ ସାତ ଜନ୍ମ ସାଥୀ ହୋଇ ଚାଲିବେ ବୋଲି କଥା ଦେଇଥିଲେ ତା’ ହାତ କିପରି ଛାଡ଼ିବି କହିଲେ ପତ୍ନୀ ।

Advertisment

ସ୍ବାମୀଙ୍କ ମୃତଦେହକୁ ଧରି ଲୋଟି ପଡ଼ୁଛନ୍ତି । କେତେବେଳେ ମୁଣ୍ଡ ଆଉଁସି ଦେଉଛନ୍ତି ତ କେତେବେଳେ ଗେଲ କରି ପକାଉଛନ୍ତି । ହେଲେ ହାତ ଛାଡ଼ୁ ନାହାନ୍ତି । ଯିଏ ସାତ ଜନ୍ମ ସାଥୀ ହୋଇ ଚାଲିବେ ବୋଲି କଥା ଦେଇଥିଲେ ତା’ ହାତ କିପରି ଛାଡ଼ିବି । ସିଏ କଥା ଦେଇ ଠକିଦେଲେ ବୋଲି ବି କହୁଛନ୍ତି ମୃତ ପ୍ରଶାନ୍ତଙ୍କ ପତ୍ନୀ ପ୍ରିୟଦର୍ଶିନୀ ଶତପଥି । ସ୍ୱାମୀଙ୍କ ମରଶରୀର ପାଖରେ ବସି ମୁଣ୍ଡ ପିଟି ପିଟି କାନ୍ଦୁଛନ୍ତି ।

Advertisment
Terror Attack In Kashmir Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ