ମୁଣ୍ଡ ଉପରେ ଓଭବ୍ରିଜ୍.... ଆଉ ମୁଣ୍ଡ ଗୁଞ୍ଜିବାକୁ ଏଇ ଜରିପାଲ ହିଁ ଭରସା । କାଳକ ସରିଗଲାଣି.... ଆଉ ଯାହା ବେଳକ ବାକି ରହିଛି ଏହି ବୃଦ୍ଧ ବୃଦ୍ଧାଙ୍କର । ଜୀବନର ୭୦ ବର୍ଷ ବିତିଯାଇଥିଲେ ବି ତଥାପି ଏମାନଙ୍କର ମୁଣ୍ଡ ଉପରେ ନାହିଁ ଖଣ୍ଡେ ଛାତ କି ମିଳୁନି ସରକାରୀ ସୁବିଧା । ବାସ୍ ଖାଲି ଅଛିତ କେବଳ ଅଭାବ ଆଉ ଅଭାବ ।