VISUT
Advertisment
ସମ୍ବଲପୁରରେ ଭିସୁଟ୍ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ପିସି ବ୍ରିଜ୍ ତଳୁ ଉଦ୍ଧାର ହେଲା ମୃତଦେହ । ମୃତକ ହେଲେ ମେକାନିକାଲ୍ ଇଞ୍ଜିନିୟରିଂ ଶେଷ ବର୍ଷ ଛାତ୍ର ଅଞ୍ଜନେୟ ଦାଶ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକଙ୍କ ମାମୁ ।