Gold Scam Alert In Odisha
Advertisment
ସୁନା ଦର ବଢିବା ସହ ବଢ଼ି ଚାଲିଛି ଠକାମୀ । ଓଜନରେ ଠକେଇ କରିବା ସହ ନକଲି ହଲମାର୍କ ସୁନା ବିକୁଛନ୍ତି ଠକ । ବିଧାନସଭାରୁ ଆସିଛି ଏମିତି ଚାଞ୍ଚଲ୍ୟକର ତଥ୍ୟ । ବିଧାନସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ୨୦୧୯ ରୁ ଆଜିଯାଏଁ ଓଜନ ମାପରେ ଠକେଇ କରି ଧରା ପଡିଛନ୍ତି ୪୦ ଜଣ ବ୍ୟବସାୟୀ । ଏହି ବ୍ୟବସାୟୀଙ୍କ ଠାରୁ ଜରିମାନା ବାବଦକୁ ୫ ଲକ୍ଷ ୪୫ ହଜାର ୫୦୦ ଟଙ୍କା ଆଦାୟ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us