Ex-MLA George Tirkey
Advertisment
ଚାଲିଗଲେ ପୂର୍ବତନ ବିଧାୟକ ଜର୍ଜ ତିର୍କି । ୬୭ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ । କିଛି ମାସ ଧରି ସ୍ୱାସ୍ଥ୍ୟ ଅବସ୍ଥା ଭଲ ନଥିଲା । ଟାଣୁଆ ସଂଗଠକ ଓ ଲଢ଼ୁଆ ଆଦିବାସୀ ନେତା ଥିଲେ । ୪ ଥର ବିରମିତ୍ରପୁରରୁ ବିଧାୟକ ।