Advertisment

ଜବର ଦଖଲକାରୀଙ୍କ କବ୍‌ଜାରେ ନଦୀ ପଠା

ଶହ ଶହ ଟ୍ରାକ୍ଟର ମାଟି ଉଠାଇ ନଦୀ ପଠାରୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରାଯାଇଛି । ସେହି ରାସ୍ତା ଦେଇ ନଦୀର ଅପରପାର୍ଶ୍ବରେ ଥିବା କେନାଲକୁ ପୋତାଚାଲିଛି ।

Advertisment

ଜବର ଦଖଲକାରୀଙ୍କ କବ୍‌ଜାରେ ନଦୀ ପଠା । ପୁରୀ କୋଣାର୍କ ରାସ୍ତା ନୂଆନଈ ପଠାକୁ ବେଆଇନ ଭାବେ ଜବର ଦଖଲ କରି ଶହ ଶହ ଟ୍ରାକ୍ଟର ମାଟି ଉଠାଯାଉଥିବା ଅଭିଯୋଗ । ପୁରୀ କୋଣାର୍କ ରାସ୍ତାର ବେଲଦଳ ନିକଟରେ ନୂଆନଈ ପଠାରୁ ବେଆଇନ ଭାବେ ମାଟି ଉଠାଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment

ଶହ ଶହ ଟ୍ରାକ୍ଟର ମାଟି ଉଠାଇ ନଦୀ ପଠାରୁ ସ୍ବତନ୍ତ୍ର ରାସ୍ତା ନିର୍ମାଣ କରାଯାଇଛି । ସେହି ରାସ୍ତା ଦେଇ ନଦୀର ଅପରପାର୍ଶ୍ବରେ ଥିବା କେନାଲକୁ ପୋତାଚାଲିଛି । ଏକ ରିସୋର୍ଟ ତିଆରି ପାଇଁ ହେକ୍ଟର ହେକ୍ଟର ଜମିକୁ ଜଳସେଚନ କରୁଥିବା କେନାଲକୁ ସଂପୂର୍ଣ୍ଣ ଭାବେ ପୋତି ଦେବାକୁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ହୋଇଛି ।

Puri
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ