Advertisment

ଲୋକାର୍ପିତ ହେଲା ସୁଭଦ୍ରା ପୋର୍ଟାଲ

ଫର୍ମ ଭରିବା ପରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଏହି ୱେବସାଇଟକୁ ଯାଇ ନିଶୁଳ୍କ ଆବେଦନ କରିପାରିବେ। ପୋର୍ଟାଲରେ ଯୋଜନା ସଂପର୍କିତ ସମସ୍ତ ତଥ୍ୟ ରହିଛି।

Advertisment

ଆସନ୍ତା ୪ ତାରିଖରୁ ସୁଭଦ୍ରା ଫର୍ମ ସଂଗ୍ରହ। ଲୋକାର୍ପିତ ହେଲା ସୁଭଦ୍ରା ପୋର୍ଟାଲ। ସବୁ ଯୋଗ୍ୟ ମହିଳା, ଯୋଜନାରେ ସାମିଲ ହେବା ଯାଏଁ ଚାଲୁ ରହିବ ଚିହ୍ନଟ ପ୍ରକ୍ରିୟା । subhadra.odisha.gov.in ଏହି ପୋର୍ଟାଲରେ ହିଁ ହେବ ଆବେଦନ। ଆଉ ଏଥିପାଇଁ ଗାଁ ଗାଁରେ ବଣ୍ଟା ଚାଲିଛି ଫର୍ମ। ଫର୍ମ ଭରିବା ପରେ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଏହି ୱେବସାଇଟକୁ ଯାଇ ନିଶୁଳ୍କ ଆବେଦନ କରିପାରିବେ। ପୋର୍ଟାଲରେ ଯୋଜନା ସଂପର୍କିତ ସମସ୍ତ ତଥ୍ୟ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ