Advertisment

ଜାଆଁଳା ପିଲାର ମାଆ ବଡି ବିଲଡର୍

କଥାରେ ଅଛି ଜଣେ ନାରୀ ସବୁ କିଛି କରିପାରେ। କେବଳ ଘରଣୀ ଭାବେ ଘର ଭିତରେ ସୀମିତ ରହିବାକୁ ଚାହିଁନଥାଏ। ମାଆ ହୋଇ ପିଲାଙ୍କୁ ସ୍ନେହ ଦେବା ସହ ଫିଟ୍‌ ରହି ରାଜ୍ୟ ପାଇଁ ଗୌରବ ଆଣିପାରେ।

Advertisment

ପେଶାରେ ସେ ଜଣେ ଅଧ୍ୟାପିକା। ହେଲେ ନିଶା ତାଙ୍କର ବଡି ବିଲଡିଂ। ଆମେ କହୁଛୁ ବାଲେଶ୍ୱର ଅଞ୍ଚଳର ସ୍ମୀତି ପାଢୀଙ୍କ କଥା। ପେଶାରେ ଜଣେ ଅଧ୍ୟାପିକା ହୋଇ ବି ବଡି ବିଲଡିଂକୁ ନିଶା ଭାବେ ଗ୍ରହଣ କରି ନେଇଛନ୍ତି। ଜିମ୍‌ର ସାହାର ନେଇ ରାତିଦିନ ପରିଶ୍ରମ କରି ନିଜକୁ ଫିଟ୍‌ ରଖିବାରେ ସଫଳ ହୋଇଛନ୍ତି। ଖାଲି ଏତିକି ନୁହେଁ, ଓଡିଶାର ମହିଳାମାନଙ୍କୁ ନେଇ ହୋଇଥିବା ବଡି ବିଲଡିଂ ଚମ୍ପିଅନସିପରେ ସେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

Advertisment
Baleswar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ