Advertisment

କଥା ରଖିଲେ ମୋହନ ସରକାର, ଏବେ ହସୁଛି ବଡ଼ ତ୍ରିଲୋଚନପୁର

ବଦଳିଲା ସରକାର, ଲୋକଙ୍କ ସମସ୍ୟାର ସମାଧାନ ହେଲା । ଦୀର୍ଘ ଦିନର ଦାବି ପୂରଣ ହେବା ପରେ ଖୁସି ହେଲେ ବଡ଼ ତ୍ରିଲୋଚନପୁରବାସୀ । ଏ ହେଉଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବଡ଼ ତ୍ରିଲୋଚନପୁର ଗାଁ ନିକଟରେ ଥିବା ଖରସ୍ରୋତା ନଦୀର ଆଡିବନ୍ଧର ଦୃଶ୍ୟ ।

Advertisment

ବଦଳିଲା ସରକାର, ଲୋକଙ୍କ ସମସ୍ୟାର ସମାଧାନ ହେଲା । ଦୀର୍ଘ ଦିନର ଦାବି ପୂରଣ ହେବା ପରେ ଖୁସି ହେଲେ ବଡ଼ ତ୍ରିଲୋଚନପୁରବାସୀ । ଏ ହେଉଛି ଯାଜପୁର ଜିଲ୍ଲା କୋରେଇ ବ୍ଲକ ବଡ଼ ତ୍ରିଲୋଚନପୁର ଗାଁ ନିକଟରେ ଥିବା ଖରସ୍ରୋତା ନଦୀର ଆଡିବନ୍ଧର ଦୃଶ୍ୟ । ଯାହାକୁ ଏବେ ପଥର ପ୍ୟାକିଂ କରାଇଛନ୍ତି ନୂଆ ସରକାର । ଫଳରେ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ଗ୍ରାମବାସୀ ।  

Advertisment
Flood Control Odisha Govt Projects
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ