By: Sonali Ojha
Last updated: 30 August 2024, 08:36 AM IST
କୁଳାଙ୍ଗର ପୁଅ ପାଇଁ ଆଜି ମା-ବାପାଙ୍କ ଆଖିରେ ଲୁହ। ପୁଅର ଅକଥନୀୟ ଅତ୍ୟାଚାରରେ ଅତିଷ୍ଠ ହୋଇଗଲେଣି ବୃଦ୍ଧ ଦମ୍ପତ୍ତି। ଯେଉଁ ବୟସରେ ରୋଜଗାର କରି ମା-ବାପାଙ୍କ ସେବା କରିବା କଥା, ପୁଅ ତାଙ୍କୁ ଟଙ୍କା ମାଗୁଛି, ମାଡ଼ ମାରୁଛି ।