Raid in unit-1 market
Advertisment
ଏକ ନମ୍ବର ହାଟରେ ଦୋ ନମ୍ବରି କାରବାର ନେଇ ଚଢ଼ାଉ । ନାମିଦାମୀ ବ୍ରାଣ୍ଡର କସମେଟିକର ଡୁପ୍ଲିକେଟ ପ୍ରଡକ୍ଟ ନେଇ ଖୋଳତାଡ଼ । ଆଜି ଭୁବନେଶ୍ୱର ୟୁନିଟ -୧ ହାଟରେ ଡ୍ରଗ କଣ୍ଟ୍ରୋଲର ଓ କ୍ରାଇମବ୍ରାଞ୍ଚ STF ମିଳିତ ଚଢାଉ କରିଛି । ରେଡ ବେଳେ ବହୁ କସମେଟିକ ପ୍ରଡକ୍ଟ ଜବତ କରି ମାନ ନିର୍ଦ୍ଧାରଣ ପାଇଁ ପଠାଇଛି ଡ୍ରଗ କଣ୍ଟ୍ରୋଲର ବିଭାଗ । ସେପଟେ ଆଗକୁ ଆଉ କାହାର ପାଳି ପଡିବ ସେନେଇ ଚିନ୍ତାରେ ଅଛନ୍ତି ବ୍ୟବସାୟୀ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us