ଲାପଟପ୍ ମଗାଇଥିଲେ ଆସିଲା ମାର୍ବଲ
Advertisment
ଗତ ୪ ତାରିଖ ସମ୍ୱଲପୁର ଟାଉନ ଥାନା ଅନ୍ତର୍ଗତ ହସ୍ପିଟାର ରୋଡର ଜଣେ ଡାକ୍ତର ବାବୁ ଏକ ଫେମଶ ଇ-ମାର୍କେଟିଂ ସଂସ୍ଥାରେ ଏକ HP ଲାପଟପ୍ ଅର୍ଡର କରିଥିଲେ। କ୍ୟାସ ଅନ ଡେଲିଭରୀ ଅପସନ ନଥିବାରୁ ସଂମ୍ପୃକ୍ତ ସଂସ୍ଥାକୁ ଅଗ୍ରୀମ ୬୧ ହଜ଼ାର ଟଙ୍କା ଦେଇଥିଲେ। ୧୩ ତାରିଖ ଦିନ ତାଙ୍କୁ ପାର୍ସଲ ମିଳିଥିଲା। ହେଲେ ଘରକୁ ଆସି ପ୍ୟାକେଟ ଖୋଲି ଦେଖନ୍ତି ତ ତାଙ୍କ ପାଦ ତଳୁ ମାଟି ଖସିଗଲା। କାରଣ ପାର୍ସଲରେ ଲାପଟପ ବଦଳରେ ବାହାରିଥିଲା ମାର୍ବଲ ଖଣ୍ଡ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us