Dipali Silent on Naba Das Murder
Advertisment
ବିଜେଡି ଚାପରେ ଦୀପାଲି ଚେପା ! ମୁହଁ ଖୋଲିଲେ ଆହୁରି ବଢ଼ିବ ବିପଦ ! ନବଙ୍କ ହତ୍ୟାକୁ ନେଇ ଦୀପାଲିଙ୍କ ହାତ ଖାଲି, ପାଟି ବି ଚୁପ୍ । ସିବିଆଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିବାକୁ କହିଥିବା ଦୀପାଲି ଏବେ ମୁହଁ ବନ୍ଦ କରି ବସିଛନ୍ତି । ଘଟଣାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚିନି ଦୀପାଲିଙ୍କ ଚିଠି । ଆଉ ଏହାକୁ ନେଇ ପୁଣି ମୁହଁ ଖୋଲିଛନ୍ତି, ବିଜେପି ସାଂସଦ ପ୍ରଦୀପ ପୁରୋହିତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us