Advertisment

ଶିଳ୍ପପତିଙ୍କୁ ଠକିଛନ୍ତି କି ଦିଲ୍ଲୀପ ରାୟ

ଖଣିମାଲିକ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ‘ଡିଅର୍‌ ଡିଆର୍‌’ ପୁସ୍ତକରେ ଦିଲ୍ଲୀପ ରାୟଙ୍କ ସଂପର୍କରେ ଲେଖାକୁ ନେଇ ହଟଚମଟ। କେବଳ ସେତିକି ନୁହେଁ, ଅନ୍ୟ ଏକ ଅଧ୍ୟାୟରେ ପଟ୍ଟନାୟକ ପରିବାରର ଭିତିରି କଥାର ଗୁମର ଖୋଲିଛନ୍ତି ଲେଖକ।

Advertisment

ଶିଳ୍ପପତି ଡି.ଆର୍‌ ପଟ୍ଟନାୟକଙ୍କୁ ଠକିଛନ୍ତି କି ଦିଲ୍ଲୀପ ରାୟ? ଖଣିମାଲିକ ଦୀପ୍ତିରଞ୍ଜନ ପଟ୍ଟନାୟକଙ୍କ ଜୀବନୀ ଉପରେ ଲିଖିତ ‘ଡିଅର୍‌ ଡିଆର୍‌’ ପୁସ୍ତକରେ ଦିଲ୍ଲୀପ ରାୟଙ୍କ ସଂପର୍କରେ ଲେଖାକୁ ନେଇ ହଟଚମଟ। କେବଳ ସେତିକି ନୁହେଁ, ଅନ୍ୟ ଏକ ଅଧ୍ୟାୟରେ ପଟ୍ଟନାୟକ ପରିବାରର ଭିତିରି କଥାର ଗୁମର ଖୋଲିଛନ୍ତି ଲେଖକ। ତେବେ ପ୍ରତିକ୍ରିୟାରେ ଦୀପ୍ତିରଞ୍ଜନଙ୍କ ସାନଭାଇ ତଥା ପୂର୍ବତନ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ବହିରେ ଯାହା ବାହାରେ, ସବୁ ସତ ବୋଲି କହିବା ଠିକ୍‌ ନୁହେଁ।

Advertisment
Dilip Ray
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ