ଚିନ୍ତା ବଢ଼ାଇଲା କଣାସ ଡାଇରିଆ
Advertisment
କଣାସ ଡାଇରିଆକୁ ନେଇ ବଢିଲା ଚିନ୍ତା। ଦୟାନଦୀର ବିଷାକ୍ତ ପାଣି ବ୍ୟବହାର କରି ୮ ଦିନ ଭିତରେ ୪ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଅଭିଯୋଗ ଉଠୁଥିବାବେଳେ ଆଜି ଜନସ୍ବାସ୍ଥ୍ୟ ବିଭାଗ ଜଣଙ୍କ ମୃତ୍ୟକୁ ସ୍ବୀକାର କରିଛି । ତାସହ ସେଠି ନମୁନା ପରୀକ୍ଷାରୁ ଇ-କୋଲି ବ୍ୟାକ୍ଟେରିଆ ଚିହ୍ନଟ ହୋଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ଗାଁରେ ଏବେ ସ୍ବାସ୍ଥ୍ୟ ବିଭାଗର ୮ଟି ଟିମ୍ ଡେରା ପକାଇଥିବାବେଳେ ତେଜିଛି ରାଜନୀତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us