Lord Jagannath
Advertisment
ଆକାଶରୁ ଝରୁଛି ମୁଷଳ ଧାରାର ବର୍ଷା... ସତେ ଯେମିତି ଏ ମହିଳା ଭକ୍ତର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ସ୍ୱୟଂ ଇନ୍ଦ୍ର ଦେବ । ଆଉ ସେଇଥିପାଇଁ ତ ତା’ର ଆଖିର ଲୁହକୁ ଲୁଚାଇ ଦେବାକୁ ସେ ଚେଷ୍ଟା କରୁଛନ୍ତି । ତଥାପି ନା ସେ ଲୁହ ଝିବା ବନ୍ଦ ହେଉଛି, ନା ସେ ଛାତି ଭିତରେ ଥିବା କୋହ ସବୁ ଅଟକି ରହୁଛି । କେବଳ ଏ ମହିଳା ଭକ୍ତ ତା’ ନିଜକୁ କଷ୍ଟ ଦେଇଦେଇ ସିଂହଦ୍ୱାରରେ ଦଣ୍ଡ ପ୍ରଣାମ କରି ଚାଲିଛି । ଆଉ ନିଜ ହୃଦୟରେ ପୂଜାକ ରୁଥିବା ତା’ ମନର ମୁରବିକୁ ଦେଖାକରି ସବୁ ଦୁଃଖକୁ କହିବାକୁ ଆଗେଇ ଚାଲିଛି ରତ୍ନ ସିଂହାସନ ପାଖକୁ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us