Advertisment

୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଆଉ ୩ ଦିନର ଅପେକ୍ଷା । ୯ ତାରିଖରେ ସ୍ପଷ୍ଟ ହେବ କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ତେବେ ତଦାରଖ କମିଟି ଅଧ୍ୟକ୍ଷଙ୍କ କଥାରୁ ଏକପ୍ରକାର ସ୍ପଷ୍ଟ ଯେ, ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ଅର୍ଥାତ୍ ଜୁଲାଇ ୧୯ ପୂର୍ବରୁ ଖୋଲାଯାଇପାରେ ରତ୍ନଭଣ୍ଡାର ।

Lord Jagannath Temple Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ