ଜଗା ଦର୍ଶନ ପାଇଁ ଆସିବ, ଘରକୁ ଖଜା ଭୋଗ ଯିବନି? ଫେରିବା ବେଳେ କିଛି ନେଉ ବା ନନେଉ ପରିବାର, ପ୍ରିୟଜନଙ୍କ ପାଇଁ ଦୂରଦୂରାନ୍ତରୁ ଆସିଥିବା ଭକ୍ତଟିଏ ଖଜା ପୁଟୁଳି ବାନ୍ଧିବା ନିଶ୍ଚିତହେଲେ ସାବଧାନ। ଶ୍ରୀମନ୍ଦିର ବାହାରେ ବିକ୍ରି ହେଉଥିବା ଏ ଖଜାକୁ ଭୋଗ ଭାବୁଛନ୍ତି କି ?